ରାଜ୍ୟ
ଜିଲ୍ଲା
ରାୟଗଡା ଜିଲ୍ଲାର ରେଳପଥ ରେ ମାଟି ଅତଡ଼ା ଖସି ରେଳ ଚଳାଚଳ ବାଧାପ୍ରାପ୍ତ।
ରାୟଗଡା ଜିଲ୍ଲାର କାଶିପୁର ବ୍ଲକର ଦୁର୍ଗମ ଅଞ୍ଚଳର ରାୟଗଡା ଓ କୋରାପୁଟ ରେଳପଥର ରାଉଳି ରେଳବାଇ ଷ୍ଟେସନ ନିକଟରେ ପାହାଡ ଉପରୁ ପଥର ଓ ମାଟି ଅତଡା ଖସି ରେଳ ରେଳଲାଇନ ଉପରେ ପଡ଼ିଥିବା ବେଳେ ଟ୍ରେନ ଚଳାଚଳ ଆସିବିଧା ହୋଇଥିଲା…
ଦେଶ-ବିଦେଶ
ଭଲ ନେତା ହେବା ସହ ଉତ୍ତମ ପିତା ବୋଲି ପ୍ରମାଣ ଦେଲେ ତେଜସ୍ବୀ ଯାଦବ, ଝିଅକୁ ଶୁଆଇବାକୁ ନିଜେ ରାତି ଅନିଦ୍ରା ହେଲେ
ଲାଲୁ ପ୍ରସାଦ ଯାଦବଙ୍କ ନାତୁଣୀ ଓ ତେଜସ୍ବୀ ଯାଦବଙ୍କ ଗେହ୍ଲୀ ଝିଅ କାତ୍ୟାୟାନୀଙ୍କୁ ୫୦ ଦିନ ହୋଇଗଲାଣି। ବିହାରର ରାଜନୈତିକ ପାଣିପାଗ ଗରମ ରହିଥିବା ବେଳେ ଉପ ମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କର କିଛି ଫଟୋ, ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍…
ବାଣିଜ୍ୟ
ସ୍ଥିର ରହିଛି ପେଟ୍ରୋଲ ଓ ଡିଜେଲ ଦର, ଜାଣନ୍ତୁ ଭୁବନେଶ୍ୱରରେ କେତେ ଅଛି ଦାମ୍
ତୈଳ କମ୍ପାନୀ ପକ୍ଷରୁ ଆଜିର ପେଟ୍ରୋଲ- ଡିଜେଲ ଦର ଜାରି କରିଦିଆଯାଇଛି। ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୩ ଟଙ୍କା ୧୯ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା ୯୪ ଟଙ୍କା ୭୬ ପଇସା ରହିଛି। ସେହିପରି…
ସ୍ୱାସ୍ଥ୍ୟ / ଜୀବନଶୈଳୀ
ଶରୀରର ଉପରେ ଖରାପ ପ୍ରଭାବ ପକାଇପାରେ ଦହି, ଜାଣନ୍ତୁ ଏହାର ସଠିକ୍ ଉପାୟ
ବନେଶ୍ୱର: ଦହି ଏପରି ଏକ ଡେରୀ ଫୁଡ୍ ଯାହାକି ଭାରତୀୟ ଥାଳିରେ ନିଶ୍ଚିତ ଭାବରେ ରହିଥାଏ। ସାଧାରଣତଃ ସମସ୍ତଙ୍କୁ ଦହି ଖାଇବାକୁ ଭଲ ଲାଗେ। ଗରମ ହେଉ କି ଥଣ୍ଡା, ଏହାର ସ୍ଥିତି ଯେ କୌଣସି ରୂପରେ ଖାଦ୍ୟରେ ରହିଥାଏ। ଲୋକମାନେ…