ଭଲ ନେତା ହେବା ସହ ଉତ୍ତମ ପିତା ବୋଲି ପ୍ରମାଣ ଦେଲେ ତେଜସ୍ବୀ ଯାଦବ, ଝିଅକୁ ଶୁଆଇବାକୁ ନିଜେ ରାତି ଅନିଦ୍ରା ହେଲେ

ଲାଲୁ ପ୍ରସାଦ ଯାଦବଙ୍କ ନାତୁଣୀ ଓ ତେଜସ୍ବୀ ଯାଦବଙ୍କ ଗେହ୍ଲୀ ଝିଅ କାତ୍ୟାୟାନୀଙ୍କୁ ୫୦ ଦିନ ହୋଇଗଲାଣି। ବିହାରର ରାଜନୈତିକ ପାଣିପାଗ…