ଘରେ ରଖନ୍ତୁ ନାହିଁ ପ୍ରଭୁ ଶିବଙ୍କର ଏପରି ଫଟୋ, ହୋଇଥାଏ ଅଶୁଭ

ଭୁବନେଶ୍ୱର: ଭଗବାନ ଶିବଙ୍କୁ ଭୋଲେନାଥ ମଧ୍ୟ କୁହାଯାଏ । କୁହାଯାଏ ମହାଦେବ ଅତି ଦୟାଳୁ । ସେ ଭକ୍ତମାନଙ୍କ ଉପରେ ଖୁବ୍…

ଶନି ଦେବଙ୍କ ପୂଜା କଲାବେଳେ ଭୁଲରେ ବି କରନ୍ତୁ ଏହି କାମ, ହୋଇଥାଏ ସର୍ବନାଶ

ଭୁବନେଶ୍ୱର: ଶାସ୍ତ୍ରରେ ଶନି ଦେବଙ୍କୁ କର୍ମ ପ୍ରଦାନକାରୀ ଏବଂ ନ୍ୟାୟର ଦେବତା ରୂପେ ବିବେଚନା କରାଯାଇଛି । ଜଣେ ବ୍ୟକ୍ତିର ଭଲ…

ବ୍ରହ୍ମ ମୁହୁର୍ତ୍ତରେ ଦେଖୁଛନ୍ତି କି ଏଭଳି ସ୍ୱପ୍ନ ? ଶୀଘ୍ର ପ୍ରାପ୍ତ ହେବ ମା’ ଲକ୍ଷ୍ମୀଙ୍କ ଆଶୀର୍ବାଦ

ଭୁବନେଶ୍ୱର: ଶୋଇବା ପରେ ଜଣେ ବ୍ୟକ୍ତି ଭିନ୍ନ ଏକ ଦୁନିଆକୁ ଚାଲିଯାଏ । ସ୍ୱପ୍ନ ଶାସ୍ତ୍ର ଅନୁଯାୟୀ, ଜଣେ ବ୍ୟକ୍ତି ଶୋଇବା…

କେଶରୁ ଜଣାପଡ଼େ ବ୍ୟକ୍ତିର ସ୍ୱଭାବ, ଜାଣନ୍ତୁ କିପରି

ଭୁବନେଶ୍ୱର: ଦୁନିଆର ସମସ୍ତ ଲୋକଙ୍କ ପ୍ରକୃତି ପ୍ରାୟତଃ ଭିନ୍ନ ହୋଇଥାଏ । ଗୋଟିଏ ପରିବାରର ସମସ୍ତ ଲୋକଙ୍କ ଚିନ୍ତାଧାରା କେବେ ସମାନ…

ଭୁଲ ରେ ବି ଦାନ କରନ୍ତୁ ନାହିଁ ଏହି ୫ଟି ଜିନିଷ, ହୋଇଯିବେ ତଳିତଳାନ୍ତ

ଭୁବନେଶ୍ୱର: ସନାତନ ସଂସ୍କୃତିରେ ଜଣେ ଅଭାବୀ ବ୍ୟକ୍ତିଙ୍କୁ ଦାନ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ । କୁହାଯାଏଯେ ଏହା କରିବା…

ଏହି ଭୁଲ ପାଇଁ ମନୁଷ୍ୟକୁ କେବେ ବି ମିଳେନାହିଁ ସଫଳତା, ଜାଣନ୍ତୁ କ’ଣ କହିଛନ୍ତି ଚାଣକ୍ୟ

ଭୁବନେଶ୍ୱର: ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତି ଶାସ୍ତ୍ରୀରେ ମାନବ ଜୀବନ ବିଷୟରେ ଅନେକ କଥା କହିଛନ୍ତି । ଏହି ଜିନିଷଗୁଡିକ ଗ୍ରହଣ…

ଏହି ସ୍ୱପ୍ନ ଦେଇଥାଏ ଶୁଭ ସଙ୍କେତ, ଜାଣନ୍ତ କ’ଣ ?

ଭୁବନେଶ୍ୱର: ସ୍ୱପ୍ନ ବେଳେବେଳେ ଆପଣଙ୍କ ମୁହଁରେ ହସ ଆଣିଥାଏ ଏବଂ ବେଳେବେଳେ ଚିନ୍ତା । ସ୍ୱପ୍ନ ଉଭୟ ଭଲ କିମ୍ବା ଖରାପ…

ଭଗବାନଙ୍କ ପୂଜା କଲାବେଳେ କରନ୍ତୁ ନାହିଁ ଏହି ଭୁଲ, ହୋଇଯିବେ ଦରିଦ୍ର

ଘରୁ ନକାରାତ୍ମକତାକୁ ଦୂର କରିବା ଏବଂ ଶୁଭ ଫଳାଫଳ ପାଇବା ପାଇଁ, ନିଶ୍ଚିତ ଭାବରେ ସକାଳ ଏବଂ ସନ୍ଧ୍ୟାରେ ଏକ ଦୀପ…

ଘରେ କାହିଁକି ରଖାଯାଏନାହିଁ ଶନି ଦେବଙ୍କ ପ୍ରତିମୂର୍ତ୍ତି, ଜାଣନ୍ତୁ ଏହା ପଛର କାରଣ

ଭୁବନେଶ୍ୱର: କାହିଁକି ଘରେ ଶନିଦେବଙ୍କୁ କରାଯାଏନି ପୂଜା । ପୂଜା ଘରେ କାହିଁକି ରଖାଯାଏନାହିଁ ଶନି ଦେବଙ୍କ ପ୍ରତିମୂର୍ତ୍ତି । ଜାଣିଛନ୍ତି…

ସ୍ୱପ୍ନରେ କଳା ରଙ୍ଗର ବିଲେଇ ଦେଖିବା ଶୁଭ ନାଁ ଅଶୁଭ, ଜାଣନ୍ତୁ କ’ଣ କହୁଛି ସ୍ୱପ୍ନ ଶାସ୍ତ୍ର

ଭୁବନେଶ୍ୱର: ସ୍ୱପ୍ନ ସମସ୍ତେ ଦେଖନ୍ତି । କିଛି ସ୍ୱପ୍ନ ଭଲ କିଛି ଖରାପ ହୋଇଥାଏ । ତଥାପି ପ୍ରତ୍ୟେକ ସ୍ୱପ୍ନର କିଛି…