ମୁନିଗୁଡା ବଗିଚା ସାହିରେ ଷୋହଳ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ

ସନ୍ତୋଷ କୁମାର ପଣ୍ଡା
ମୁନିଗୁଡା: ରାୟଗଡ ଜିଲ୍ଲାର ମୁନିଗୁଡା ବଗିଚାସାହି ଠାରେ ଦୁମୁଧାରେ ଷୋହଳ ପ୍ରହରୀ ନାମ ଯଜ୍ଞ ଅନୁଷ୍ଠିତ ହୋଇ ଅଛି ୨୮ରୁ ଆରମ୍ଭ ହୋଇ ୩୧ ତାରିଖ ପର୍ଯ୍ୟନ୍ତ ନାମ ଯଜ୍ଞ ଶେଷ ପୂଣ୍ନହିତ ହେବ । ୮ଟି କୀର୍ତ୍ତନ ମଣ୍ଡଳୀ ନାମ ଯଜ୍ଞ ରେ ଭାଗ ନେଇ ମହା ଆଡମ୍ବର ଷୋହଳ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୋଇଛି।ଏହି ପ୍ରହରୀ ୪ ଦିନ ଯାଇ ଅନୁଷ୍ଠିତ ହୋଇ ଆସନ୍ତା ଶୁକ୍ରବାର ଦିନ ବିସର୍ଜନ ହେବ ବୋଳି କମିଟି ପକ୍ଷରୁ ସୂଚନା ମିଲିଛି । ଆଜି ଅତର୍ଥ୍ ଗୁରବାର ସନ୍ଦ୍ଯା ସମୟରେ ବହୁ ସୁନ୍ଦର ବାଭରେ କୀର୍ତ୍ତନ ମଣ୍ଡଳୀ ମାନେ ନାମ ଯଜ୍ଞ ସୂଚାର ରୂପେ ପାଳନ କରାଯାଇଥିଲା ।

ଏତିରେ କୋଷାଧକ୍ଷ ଧରଣୀଧର ବେହେରା, ସଭାପତି ରାଜକିଶୋର ବେହେରା, ପଦ୍ମ ସମ୍ପାଦକ ଶତ୍ରୁଘନ ଦୋରା, ପଦ୍ମବେହେରା, ଯଦୁ ବେହେରା, ବିଜୁ ଜନତାଦଳର ଜିଲ୍ଲା ସମ୍ପାଦକ ପୂଣ୍ନଚନ୍ଦ୍ର ଗୌଡ, ବୈକୁଣ୍ଠ, ରାଜ୍ଯ ସମବାୟ ବ୍ୟାଙ୍କ ନିଦ୍ଦେର୍ଶକ ଜଗନ୍ନାଥ ନୁଣ୍ଡରୁକା, ବଛା, ମୁନିଗୁଡା ବିକାଶ ପରିଷଦ ଘନଶ୍ୟାମ ମାର୍ଥା, ମାନସ ରଞ୍ଜନ ବେହେରାଙ୍କ ସହ ସମସ୍ତ ବିକାଶ ପରିଷଦ ସଦସ୍ଯ ଉପସ୍ଥିତ ରହିଥିଲେ । ଏହି ଷୋହଳ ପ୍ରହରୀ ନାମ ଯଜ୍ଞ ରେ ଶହ ଶହ ମହିଳା ପୁରୁଷ କୀର୍ତ୍ତନ ମଣ୍ଡଳୀ ଉପସ୍ଥିତ ରହିଥିଲେ । ଏହି ଷୋହଳ ପ୍ରହରୀ ଚୈତ୍ରମାସ ଶୁକ୍ଳପକ୍ଷ ନବୀନ ତିଥି ରେ ଆରମ୍ଭ ହୋଇଛି ।

Leave a Reply

Your email address will not be published. Required fields are marked *