ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଫା ହେଲା

ରାୟଗଡା(୦୩-୦୯-୨୦୨୩) ସହରର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ଛୋଟିଆ ଅଭୟାରଣ୍ୟ ପାଲଟି ଯାଇଥିଲା। ଜିଲ୍ଲାପାଳ କାର୍ଯ୍ୟାଳୟର କୌଣଷି ଅଧିକାରୀ ଓ କର୍ମଚାରି ମାନେ…