ହିମାଚଳ ପ୍ରଦେଶରେ ୩.୨ ତୀବ୍ରତାର ଭୂମିକମ୍ପ ଝଟକା ଅନୁଭୂତ

ଧରମଶାଳା: ହିମାଚଳ ପ୍ରଦେଶରେ ଭୂମିକମ୍ପ ଝଟକା ଅନୁଭୂତ । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୨ ମପାଯାଇଛି । ଶନିବାର ସକାଳ ୫.୧୭ ସମୟରେ ଏହି ଭୂମିକମ୍ପ ହୋଇଥିବା ଏନସିଏସ ସୂଚନା ଦେଇଛି । ଏହି ଭୂମିକମ୍ପର ଝଟକା ସେତେ ତୀବ୍ର ନଥିଲେ ବି ଲୋକେ ଭୟଭୀତ ହୋଇଯାଇଥିଲେ । ଏହି ଭୂମିକମ୍ପ ଭୂପୃଷ୍ଠରୁ ୫ କିମି ଗଭୀରରେ ଆରମ୍ଭ ହୋଇଥିଲା । ପୂର୍ବ ଧରମଶାଳାରୁ ୨୨ କିମି ଦୂରରେ ଏହା କେନ୍ଦ୍ରୀଭୂତ ହୋଇଥିଲା । ହୋଇଥିଲା । ତେବେ ବର୍ତ୍ତମାନ ସୁଧା ରାଜ୍ୟରେ କୌଣସି ଧନଜୀବନ ନଷ୍ଟ ହୋଇନାହିଁ ।

Leave a Reply

Your email address will not be published. Required fields are marked *