ସିଙ୍ଗନାପୁର ଶ୍ରୀ ସୀତାରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ଆୟୋଜିତ

ସିଙ୍ଗନାପୁର ଶ୍ରୀ ସୀତାରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ଆୟୋଜିତ |ରାୟଗଡ଼ -22/05-(ଧନେଶ୍ୱର ରାଉତ )-ଗ୍ରାମେ ଗ୍ରାମେ ସତସଙ୍ଘ ଜପ ଧ୍ୟାନ ସଂକଳ୍ପ ଅନୁସାରେ ବିଶ୍ୱ କଲ୍ୟାଣ ସାଧନା କେନ୍ଦ୍ର ର ଅଭିଯାନ ଚାଲିଛି ସେହି ସଂକଳ୍ପ ଅନୁସାରେ ଜିଲ୍ଲା ତଥା ଜିଲ୍ଲା ବାହାରେ ସଂସ୍କାର, ସତସଙ୍ଘ, ସଂକୀର୍ତ୍ତନ, ମନ୍ଦିର ପ୍ରତିଷ୍ଠା, କୁ ସଂସ୍କାର ଦୂରୀକରଣ କର୍ମ ମାନ ଚାଲୁ ରହିଛି |

ଏହି ସଂକଳ୍ପ ଅନୁସାରେ ଗତ ୩ ମାସ ହେଲା ରାୟଗଡ଼ ଜିଲ୍ଲା କୋଟପେଟା ଗ୍ରାମ ପଂଚାୟତର ସିଙ୍ଗନା ପୁର ଆଦିବାସୀ ବହୁଳ ଗ୍ରାମରେ ଶ୍ରୀ ସୀତାରାମ ମନ୍ଦିର ର ଶୁଭାରମ୍ଭ ଗ୍ରାମବାସୀ, ଆଖ ପାଖ ଭକ୍ତ ମଣ୍ଡଳୀ ଓ ସିଦ୍ଧଗୁରୁ ଯୋଗୀଶ୍ରୀ ଚୈତନ୍ୟ ରାମଙ୍କ କର କମଳରେ ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଥିଲା ସଂକଳ୍ପିତ ଥିଲା କି ଏହି ଭବ୍ୟ ସାଧନା ଶ୍ରଦ୍ଧା କେନ୍ଦ୍ରକୁ ୩ ମାସ ସୁଦ୍ଧା ସମାପନ କରିବାକୁ | ଏହା ଅକ୍ଷର ଅକ୍ଷରରେ ପାଳନ କରିଛନ୍ତି ଗ୍ରାମର ବଦାନ୍ୟ ଭକ୍ତ ମଣ୍ଡଳୀ ମାନେ | ଏହି ଉତ୍ସବ ଗତକାଲି ଅର୍ଥାତ 20/05ରୁ ଆରମ୍ଭ କରି ଅଧିବାସ, ଦେବ ଆବାହନ ଦିବ୍ୟ କଳସ ପୂଜନ, ନଗ…

Leave a Reply

Your email address will not be published. Required fields are marked *