ସୁନ୍ଦର ଅଙ୍କାରୀ ମାଝୀ ମେମୋରିଆଲ ଭଲିବଲ ଟୁର୍ନାମେଣ୍ଟ ଆୟୋଜିତ

-ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଅନ୍ତର୍ଗତ ଶଙ୍କରଡ଼ା ଗ୍ରାମ ପଞ୍ଚାୟତ ବୋରିଗୁମ୍ମା ଗ୍ରାମ ରେ ଏକ ସୁନ୍ଦର ଅଙ୍କାରି ମାଝୀ ମେମୋରିଆଲ ଭଲି ବଲ ଟୁର୍ନାମେଣ୍ଟର ଆୟୋଜିତ କରାଯାଇଥିଲା !

ଉଦଘାଟନୀ ସମାରୋହରେ ମୁଖ୍ୟଅତିଥି ଭାବେ, Block Chairman – କଣ୍ଟ ମାଝୀ , S.D.C. Member Kashipur Block – ପାଟ ମାଝୀ , Rayagada District Voice President J.B.J.D. Amit Naik, ଶଙ୍କରଡ଼ା ଗ୍ରାମ ପଞ୍ଚାୟତ ସରପଞ୍ଚ – ଚୁମୁକି ମାଝୀ ,ଓ ସମିତିସଭ୍ୟ – ସଂଜନୀ ମାଝୀ ସମ୍ମାନିତଅତିଥି ଭାବେ, State Voice President – ସୋମନାଥ ଗରଡ଼ା

, Tikiri x ସରପଞ୍ଚ – ଲଚି ମାଝୀ, ଶଙ୍କରଡ଼ା ଗ୍ରାମ ପଞ୍ଚାୟତ ପୂର୍ବତନ ସମିତିସଭ୍ୟ ଭୀମ ମାଝୀ , ପଞ୍ଚାଳି ଯୁବକ ସଂଘ ର President – ପ୍ରସାନ୍ତ କୁମାର ଖରା , ଏବଂ ଅନ୍ୟାନ୍ୟ ଅତିଥି ମାନେ ମଧ୍ୟ ଯୋଗଦେଇ ଅଙ୍କାରି ମାଝୀ ଙ୍କ ଫୋଟ ରେ ଫୁଲ ଅର୍ପଣ କରି କାର୍ଯ୍ୟକ୍ରମର ଉଦଘାଟନ କଲେ ! ବହ…

Leave a Reply

Your email address will not be published. Required fields are marked *